Spread the love

କଟକ: ଆଜି କଟକ ଜିଲ୍ଲାରେ ମୋଟ ୩୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ସହରରୁ ସର୍ବାଧିକ ୧୯୫ ଜଣ ଆକ୍ରାନ୍ତ ରହିଥିବା ବେଳେ ଆଠଗଡରୁ ୨, ବଡମ୍ବାରୁ ୨୮ , ବାଙ୍କିରୁ ୨ , ବାରଙ୍ଗରୁ ୭ ,ଚୌଦ୍ବାରରୁ ୨ , ଡୋମପଡାରୁ ୧ , କଣ୍ଟାପଡାରୁ ୨୫ ,ମାହାଙ୍ଗାରୁ ୨ , ଏନକୋଇଲିରୁ ୩ , ସଦରରୁ ୧୭ ,ଟାଙ୍ଗିରୁ ୨୭ ,ତିଘିରିୟାରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here