Spread the love

କଟକ: କଟକ ସହରର ଆଜି ମୋଟ ୨୧୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ ଜଣ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି । ଏହାସହ ୭୫ ଜଣ ହୋମ କ୍ୱାରେନଣ୍ଟାଇନ୍ ରୁ ଥିବା ବେଳେ ୭୨ ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି । କଟକ ସହରରେ ଏବେ ସୁଦ୍ଧା ୫,୩୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୩,୨୮୩ ଜଣ ସୁସ୍ଥ ହୋଇଛନ୍ତି। ୨୭ ଜଣଙ୍କର ମୃତ୍ୟୁ ହୋଇଛି। ୨,୦୨୨ ଟି ସକ୍ରିୟ କେସ ରହିଛି ।

LEAVE A REPLY

Please enter your comment!
Please enter your name here