Spread the love

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ଭୂମୀ ପୂଜନ ପାଇଁ ତାରିଖ ଓ ଶୁଭ ମୁହୁର୍ତ୍ତ ସ୍ଥିର କରିଥିବା ବେଲଗାଭି ପୁରୋହିତଙ୍କୁ ମିଳୁଛି ହତ୍ୟା ଧମକ । ଏ ସମ୍ପର୍କରେ ପୋଲିସକୁ ସୁଚନା ଦିଆଯାଇଛି । ବେଲଗାଭି ପୁରୋହତ ଜଣକ ରାମ ମନ୍ଦିର ନିର୍ମାଣ ପାଇଁ ତାରିଖ ସ୍ଥିର କରି ଗୁରୁତର ଅପରାଧ କରିଛନ୍ତି । ତେଣୁ ତାଙ୍କୁ ହତ୍ୟା କରଯିବ ବୋଲି ଫୋନ ଯୋଗେ ଧମକ ଦିଆଯାଉଛି । ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

LEAVE A REPLY

Please enter your comment!
Please enter your name here