Spread the love

ନୂଆଦିଲ୍ଲୀ: ଇଡି ରିମାଣ୍ଡରେ ଗଲେ ଦୀପକ କୋଚର । ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ ଏମଡି ତଥା ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଆଜି ଇଡି ରିମାଣ୍ଡରେ ନେଇଛନ୍ତି । ମୁମ୍ବାଇର ସ୍ୱତନ୍ତ୍ର ପିଏମ୍‌ଏଲଏ କୋର୍ଟ ଅଧିକ ପଚରାଉଚରା ପାଇଁ ଦୀପକ କୋଚରଙ୍କୁ ରିମାଣ୍ଡରେ ପଠାଇଛି । ଦୀପକ କୋଚର ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ। ଦୀପକ କୋଚରଙ୍କୁ ମନି ଲଣ୍ଡରିଂ ଅଭିଯୋଗରେ ଗତକାଲି ଇଡି ଅଧିକାରୀମାନେ ଗିରଫ କରିଥିଲେ।

LEAVE A REPLY

Please enter your comment!
Please enter your name here