Spread the love

ନୂଆଦିଲ୍ଲୀ: ଇଡି ରିମାଣ୍ଡରେ ଗଲେ ଆଇସିଆଇସିଆଇ ବ୍ୟାଙ୍କ ଏମଡି ତଥା ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର ।ମୁମ୍ବାଇର ସ୍ୱତନ୍ତ୍ର ପିଏମ୍‌ଏଲଏ କୋର୍ଟ ଦୀପକ କୋଚରଙ୍କୁ ଅଧିକ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ରିମାଣ୍ଡରେ ପଠାଇ ଦେଇଛି ।ଦୀପକ କୋଚରଙ୍କୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରଖାଯିବ ।ଦୀପକ କୋଚରଙ୍କୁ ମନି ଲଣ୍ଡରିଂ ଅଭିଯୋଗରେ ଗତକାଲି ଇଡି ପକ୍ଷରୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here