Spread the love

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ କରୋନା ରିପୋର୍ଟ ପଜେଟିଭ ଆସିଛି । ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଏହାସହ ସେ ନିଜକୁ ନିଜେ ଆଇସୋଲେସନରେ ରଖିଥିବା ଉଲ୍ଲେଖ କରିଛନ୍ତି।ସୋମବାର ତାଙ୍କୁ ହାଲକା ଜ୍ୱର ଥିଲା। ଏଣୁ ସେ ବିଧାନସଭା ନ ଯାଇ କୋଭିଡ ପରୀକ୍ଷଣ କରାଇଥିବା ବେଳେ ତାହା ପଜେଟିଭ ଆସିଥିବା ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here