Spread the love

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ । ଦୀର୍ଘ ୪ ମାସ ଧରି ବନ୍ଦ ରହିବା ପରେ ବହୁ କଟକଣା ସହ ଏହି ସେବା ଆସନ୍ତା କାଲିଠାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ହୋଇଥିବା ବେଳେ ଟିକଟ ଟୋକନ ବଦଳରେ ସ୍ମାର୍ଟ କାର୍ଡକୁ ବ୍ୟବହାର କରିବେ । ଏନେଇ ଏସ୍‌.ଓ.ପି. ଜାରି କରାଯାଇଥିବା ବେଳେ ଆଜି ସମସ୍ତ ମେଟ୍ରୋ ଟ୍ରେନ ଓ ଷ୍ଟେସନକୁ ବିଶୋଧିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here