Spread the love

ନୂଆଦିଲ୍ଲୀ : କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡେକ୍ସାମେଥାସୋନ୍ ପ୍ରଭାବଶାଳୀ ଭାବେ ଫଳପ୍ରଦ ପ୍ରମାଣିତ ହୋଇଥିବା ହୁ ଡିଜି ଟେଡ୍ରୋସ୍ ଆଧାନୋମ୍ ଗେବ୍ରେଇସସ୍ ସୂଚନା ଦେଇଛନ୍ତି । ଏଯାବତ ପ୍ରାୟ ୧୮୦ ଟିକା ବିକାଶ ପାଇଥିବା ବେଳେ ସେଥିମଧ୍ୟରୁ ୩୫ଟି ଟିକା ମାନବ ପରୀକ୍ଷଣରେ ସଫଳ ହୋଇଛି । ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଚିକିତ୍ସା ପ୍ରଣାଳୀ ପରୀକ୍ଷଣରେ ଥିବା ହୁ ଡିଜି କହିଛନ୍ତି ।

LEAVE A REPLY

Please enter your comment!
Please enter your name here