Spread the love

ଭୁବନେଶ୍ବର : ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଓ ଆୟୁଷ୍ମାନ ଭାରତ ଲାଗୁ ହେବା ଦ୍ବାରା ରାଜ୍ୟର ୬୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ,ପ୍ରବାସୀ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ଏହି ଯୋଜନା ସ୍ବାସ୍ଥ୍ଯ ସୁବିଧା ଯୋଗାଇବ । ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଦେଶର ସ୍ବାସ୍ଥ୍ଯ କ୍ଷେତ୍ରରେ ନୂଆ ବିପ୍ଲବ ଆଣିବ । ସ୍ବତନ୍ତ୍ର ସ୍ବାସ୍ଥ୍ଯସେବା ଆଇଡି ଦ୍ବାରା ଯେକୌଣସି ସ୍ଥାନରେ ଲୋକେ ସେବା ପାଇପାରିବେ ।

LEAVE A REPLY

Please enter your comment!
Please enter your name here