Spread the love

ଭୁବନେଶ୍ବର : ଆଜି ଢେଙ୍ଗାନାଳ ବିଧାୟକ ସୁଧୀର ସାମଲଙ୍କ କରୋନା ରିପୋର୍ଟ ପଜେଟିଭ ଆସିଛି ।କରୋନା ରିପୋର୍ଟ ପଜେଟିଭ ଆସିଥିବା ନେଇ ନିଜେ ଟୁଇଟ କରି ଜଣାଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here