Spread the love

ଢେଙ୍କାନାଳ
ଢେଙ୍କାନାଳ ମୁନସିପାଲିଟିର ସମସ୍ତ ଅଞ୍ଚଳକୁ ୪ ଦିନ ପାଇଁ ସଟଡାଉନ କରାଯାଇଛି । ୨୭ ଓ ୨୮ ତାରିଖ ଏବଂ ସପ୍ତାହନ୍ତ ୨୯ ଓ ୩୦ ତାରିଖ ମୁନିସିପାଲିଟି ଅଞ୍ଚଲ ସଟଡାଉନ ରହିବ । ଏହି ସମୟରେ ୨୩ଟି ୱାର୍ଡ ସମେତ ସହର ସଟଡାଉନ ରହିବ ବୋଲି ଘୋଷଣା ହୋଇଛି । କରୋନା ସଂକ୍ରମମକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୪ ଦିନ ବନ୍ଦ ରହୁଥିବାରୁ ଆଜି ଦୋକାନବଜାର ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ ।

LEAVE A REPLY

Please enter your comment!
Please enter your name here