Spread the love
ଭୁବନେଶ୍ୱର :  ରାଜ୍ୟରେ ଆଗାମୀ ୨ ରୁ ୩ ଦିନ ଭିତରେ ଆରମ୍ଭ ହେବାକୁ ଯାଉଛି ଡିଏଲ୍ ଓ ଏଲଏଲ  ଆବେଦନ ପ୍ରକ୍ରିୟା । କରୋନା ପାଇଁ ଆବେଦନ ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । ଦିନକୁ ପ୍ରାୟ ୨୦ ଜଣଙ୍କ ପାଇଁ ଟେଷ୍ଟ ଡ୍ରାଇଭ୍ ବ୍ୟବସ୍ଥା ହେବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।ଏନେଇ ସମସ୍ତ ଆରଟିଓଙ୍କୁ  ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here