Spread the love

କେନ୍ଦୁଝର
ଚମ୍ପୁଆ ଥାନା ଶଙ୍କରପୁର ଗ୍ରାମ ଦଳାଡିହି ସାହିରେ ଡବଲ ମରର୍ଡର ଘଟିଛି । ଏଠାରେ ଶୋଇଥିବା ବେଳେ ମା’ ଓ ଝିଅଙ୍କୁ ହତ୍ୟା କରାଯାଇଛି । ତେବେ ମା’ ପାଖରେ ଶୋଇଥିବା ୫ ବର୍ଷର ପୁଅ ଏଥିରେ ଅଳ୍ପକେ ବର୍ତ୍ତି ଯାଇଛି । କିନ୍ତୁ ଏହି ହତ୍ୟାର କାରଣ ଜଣାପଡି ନାହିଁ । ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here