Spread the love

ନୂଆଦିଲ୍ଲୀ : ଆଜି ଟ୍ରାକ ଏବଂ ଫିଲ୍ଡ କୋଚ୍ ପୁରୁଷୋତ୍ତମ ରାଇଙ୍କର ହୃଦଘାତ ଯୋଗୁ ମୃତ୍ୟୁ ଘଟିଛି । ଆସନ୍ତା ଶନିବାର ଦିନ ତାଙ୍କୁ ଆଜୀବନ ସେବା ଲାଗି ଦୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥାନ୍ତା । ତେବେ ଏଭଳି ଆକସ୍ମିକ ମୃତ୍ୟୁ ଯୋଗୁ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here