Spread the love

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଜି ସୁଶାନ୍ତ ଡ୍ରଗସ ମାଫିଆଙ୍କ ସଂପ୍ପର୍ଶରେ ଆସିଥିବା ଘଟଣା ସାମ୍ନାକୁ ଆସିଥିଲା । କିନ୍ତୁ ବର୍ତ୍ତମାନ କଲିନା ଫରେନସିକ ଲ୍ୟାବର ନିର୍ଦ୍ଦେଶକ ଡାକ୍ତର କ୍ରିଷ୍ଣା କୁଲକରନି ଭିସେରା ଟେଷ୍ଟ ପରେ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାର ବିଷ କିମ୍ବା ଡ୍ରଗସର ଲକ୍ଷଣ ଦେଖିବାକୁ ମିଳିନଥିବା ଏକ ଜାତୀୟ ଗଣମାଧ୍ୟମରେ କହିଛନ୍ତି । ଅନ୍ୟପଟେ ସୁଶାନ୍ତଙ୍କ ବେକରେ ଥିବା ଦାଗ ଉପରେ ପୋଷ୍ଟମର୍ଟମ କରିଥିବା ଡାକ୍ତର କହିବେ ବୋଲି ସେ ସଫେଇ ଦେଇଛନ୍ତି । ଏହି ଘଟଣା ଜଣାପଡିବା ପରେ ସୁଶାନ୍ତ ସିଂ ଡ୍ରଗସ ମାଫିଆଙ୍କ ସଂପ୍ପର୍ଶରେ ଥିଲେ କି ନାହିଁ ତାହା ଏକ ସନ୍ଦେହ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here