Spread the love

କଟକ
କଟକରେ ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ଦୁର୍ଗାପୂଜା କରିବା ପାଇଁ ଅନୁମତି ମିଳିଛି । ତେବେ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ଦିଆଯାଇ ନାହିଁ । କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରଦ୍ଧାଳୁଙ୍କ ବିନା ମା ଦୁର୍ଗା ମଣ୍ଡପରେ ପୂଜା ପାଇପାରିବେ । ମନ୍ଦିର ଭଳି ମଣ୍ଡପରେ ମଧ୍ୟ ମୁଣ୍ମୟୀ ପ୍ରତିମାଙ୍କୁ ପୂଜା କରାଯାଇପାରିବ । ଦୁର୍ଗାପୂଜା ଆୟୋଜନକୁ ନେଇ କଟକ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ସେ କାଲି ଦୁର୍ଗାପୂଜା ହେବ ନାହିଁ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here