Spread the love

ଟୋକିଓ : ଶନିବାର ଜାପାନର ରାଜଧାନୀ ଟୋକିଓରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନେଇ ଏନସିଏସ ପକ୍ଷରୁ ସୂଚନା ମିଳିଛି। ଭୂକମ୍ପ ଝଟକା ଟୋକିଓ ଠାରୁ ୪୦୭ କିଲୋମିଟର ଉତ୍ତର ଠାରୁ ଉତ୍ତର-ପୂର୍ବ ଅଞ୍ଚଳରେ ସକାଳ ୮ଟା୧୪ରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୦ ରେକର୍ଡ଼ କରାଯାଇଛି।

LEAVE A REPLY

Please enter your comment!
Please enter your name here