Spread the love

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ସୋମବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୧ ଥିଲା ବୋଲି ଜାତୀୟ ଭୂମିକମ୍ପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅପରାହ୍ନ ୧ଟା ବେଳେ ଦିଲ୍ଲୀ-ଗୁରୁଗାଓଁ ସୀମାରେ ୧୮ କିଲୋମିଟର ଗଭୀରରେ ଏହା ଅନୁଭୂତ ହୋଇଥିଲା । ଏପ୍ରିଲ ମାସରୁ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ୧୪ଥର ଭୂମିକମ୍ପ ଅନୁଭୂତ ହୋଇଛି ।

LEAVE A REPLY

Please enter your comment!
Please enter your name here