Spread the love

ବ୍ରହ୍ମପୁର
ଆଜି ସକାଳୁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ପ୍ରାୟ ୭ଟା ୧୦ରେ ୩ରୁ ୪ ସେକେଣ୍ଡ ଯାଏ ଭୁମିକମ୍ପ ହୋଇଥିଲା । ଏଥିରେ ଭୟଭୀତ ହୋଇ ଲୋକେ ବାହାରକୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି । ଏହା ଗଞ୍ଜାମର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡିରେ ମୃଦୂ ଭୁମିକମ୍ପ ଅନୁଭୂତ ହୋଇଛି । ସେହିପରି ଗଜପତି ଜିଲ୍ଲାର ମୋହନା, ଅଡବା, ଆର. ଉଦୟଗିରିରେ ମଧ୍ୟ ଭୂମିକମ୍ପ ଝଟକା ଅନୂଭୁତ ହୋଇଛି । ତେବେ ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here