Spread the love

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଆୟୋଗରେ ସହକାରୀ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିବା ଉକ୍ତ ଅଧିକାରୀ ଜଣକ ଶୁକ୍ରବାର ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସେ ନିର୍ବାଚନ ସଦନର ଦ୍ୱିତୀୟ ମହଲାରେ କାର୍ଯ୍ୟ କରନ୍ତି ଓ ଇଭିଏମ ବିଭାଗରେ ମୁତୟନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here