Spread the love

ବିଜୟୱାଡା
ଏକ ଜାଲ ନୋଟ ଗ୍ୟାଙ୍ଗର ପର୍ଦାଫାସ ହୋଇଛି । ଏହି ର‍୍ୟାକେଟର ପର୍ଦାଫାସ କରି ୩ ଜଣଙ୍କୁ ଗିରଫ କରିଛି ଭବାନୀପୁରମ ଷ୍ଟେସନ ପୋଲିସ । ସେମାନେ ଜାଲ ନୋଟ କାରବାରରେ ଲିପ୍ତ ଥିଲେ ଏବଂ ଏହାର ପ୍ରସାର କରୁଥିଲେ । ଜଣେ ସ୍ଥାନୀୟ ପାନ ଦୋକାନୀଙ୍କୁ ଜାଲ ନୋଟ ଦେଉଥିବା ସମୟରେ କାଲି ପୋଲିସ ସେମାନଙ୍କୁ ଧରିଥିଲା । ସେମାନଙ୍କ ଠାରୁ ଏକ କଲର ପ୍ରିଣ୍ଟର ଏବଂ ୩୨୦୦ ଜାଲ ନୋଟ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here