Spread the love

ନୂଆଦିଲ୍ଲୀ
ଋବିବାର ସଂସଦରେ ୨ଟି କୃଷି ବିଲ୍‌ ପାରିତ ହୋଇଯାଇଛି । ଏହା ଏକ ଐତିହାସିକ ଦିନ । କୃଷି କ୍ଷେତ୍ରର ସୁଧାରରେ ଏହି ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିିବ । ଏହା ଏକ ବିଂଶ ଶତାଦ୍ଦୀର ଆବଶ୍ୟକତା ଥିଲା । ଏହା ସହିତ ପୂର୍ବଭଳି ମିନିମମ ସପୋର୍ଟ ପ୍ରାଇସ(ଏମସିପି) ମଧ୍ୟ ଜାରି ରହିବ । ବର୍ତ୍ତମାନ କୃଷି କ୍ଷେତ୍ରର ଆବଶ୍ୟକତାକୁ ଦେଖି ଏବଂ ସୁଧାର ଲାଗି ସରକାର ଏହି ନୂଆ ବିଲ ଆଣିଛନ୍ତି ।ଏହା ସହିତ ଆଗ ଭଳି ମଣ୍ଡିରେ ବ୍ୟବସାୟ ଜାରି ରହିବ ଏବଂ କୃଷକଙ୍କ ଉପରେ ଏହି ବିଲର କୌଣସି ପ୍ରଭାବ ପଡିବ ନାହିଁ । ବିହାର ଲାଗି ୧୪ ହଜାର କୋଟିର ଭିତ୍ତିଭୂମି ପ୍ରକଳ୍ପର ଭର୍ଚୁଆଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here