Spread the love

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିନେମା ପ୍ରଯୋଜକ ରୁମି ଜାଫରିଙ୍କୁ ଇଡ଼ି ପକ୍ଷରୁ ଜେରା କରାଯାଇଛି । ରୁମି ଜାଫରିଙ୍କ ସହ ସୁଶାନ୍ତ ସିଂହ ସିନେମା କରିବା ପାଇଁ ପୂର୍ବରୁ ଯୋଜନା ରହିଥିଲା । ତେବେ ଟଙ୍କା ଲଗାଣ ମାମଲାରେ ରୁମିଙ୍କୁ ଜେରା କରାଯାଇଥିବା ଇଡ଼ି ପକ୍ଷରୁ କୁହାଯାଇଛି । ରୁମିଙ୍କ ଠାରୁ କଣ କଣ ତଥ୍ୟ ଇଡ଼ି ହାସଲ କରିଛି ସେନେଇ କୌଣସି ତଥ୍ୟ ମିଳି ପାରିନାହିଁ ।

LEAVE A REPLY

Please enter your comment!
Please enter your name here