Spread the love

ନୂଆଦିଲ୍ଲୀ : ଗ୍ରେଟର ନୋଏଡାର ଇକୋଟେକ -୧ ଥାନାରେ ଆଜି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।ଆଇପିସି ଧାରା ୧୮୮,୨୬୯ ,୨୭୦ ଅନୁସାରେ ଏହି ଏଫଆଇଆର ରୁଜୁ ହୋଇଛି । ତେବେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ୨୦୩ ଜଣଙ୍କ ନାଁରେ ମଧ୍ୟ ଏଫଆଇଆର ରୁଜୁ କରାଯାଇଥିବା ବେଳେ ୫୦ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here