Spread the love

ନୂଆଦିଲ୍ଲୀ : ଇନ୍ଦରଲୋକ ଶାହାଜାଦା ବାଗ ଅଞ୍ଚଳରେ ଥିବା ଏକ ବହୁ ମହଲା ବିଶିଷ୍ଟ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି ।ଘଟଣାସ୍ଥଳରେ ନଅଟି ଅଗ୍ନିଶମ ଇଞ୍ଜିନ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରିରଖିଛି । ତେବେ ଏଯାଏଁ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଅଗ୍ନିକାଣ୍ଡର କାରଣ  ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here