Spread the love

କୋଲକାତା
ପଶ୍ଚିମବଙ୍ଗର ଫୁଲବାରୀରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଥିବା ଏକ ତୈଳ କାରଖାନାରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ତେବେ ଏଙି ନିଆଁକୁ ଆୟ କରାଯାଇଛି ।ଏ ପର୍ଯ୍ୟନ୍ତ କ୍ଷୟ କ୍ଷତିର କୌଣସି ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here