Spread the love

କେନ୍ଦ୍ରାପଡା
ଏହି ଜିଲ୍ଲାର ନିିକିରି ଥାନା ଧୂମାତ ଗ୍ରାମରେ ବଡ ଧରଣର ଅଘଟଣ ଘଟିଛି । ଏହି ଗ୍ରାମରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ ଜଣ ଲୋକ ଆହତ ହୋଇଯାଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ୨ ବଖରା ଘର ପୋଡି ଯାଇଥିବାବେଳେ ଲ କ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here