Spread the love

ନୂଆଦିଲ୍ଲୀ
ନୂଆଦିଲ୍ଲୀ ସ୍ଥିତ ସଂସଦ ସଂଲଗ କୋଠାର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଏବେ ଘଟଣାସ୍ଥଳରେ ୬ଟି ଫାଆର ଇଞ୍ଜିନ ମୁତୟନ ହୋଇଛି । ଷଷ୍ଠ ମହଲାର ୬ ନଂ ରୁମରେ ଏହି ଅଗ୍ମିକାଣ୍ଡ ଘଟିଛି । ଏବେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବ ବୋଲି ଅନୁମାନ କରାଯାଉଛି । ଏବେ ମାମଲାର ତଦନ୍ତ ଚାଲିଛି । ଦିଲ୍ଲୀ ଦମକଳ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗଙ୍କ ଅନୁଯାୟୀ ସକାଳ ୭.୩୦ରେ ନିଆଁ ଲାଗିଥିବା ନେଇ ଫୋନ ଆସିଥିଲା ଏବଂ ଏହା ସର୍ଟସର୍କିଟରୁ ଲାଗିଥିଲା ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here