Spread the love

ଶ୍ରୀନଗର
ଜାମ୍ମୁକାଶ୍ମୀର ଉଦ୍ଧମପୁର ଜିଲ୍ଲାର ସତ୍ୟାଲତା ଗ୍ରାମରେ ସ୍ୱାଧୀନତା ପରେ ପ୍ରଥମ ବ୍ରିଜ ନିର୍ମାଣ କରାଯାଇଛି । ଏହା ସହିତ ସେମାନଙ୍କର ଦୀର୍ଘଦିନର ଦାବି ପୂରଣ ହୋଇଛି ବୋଲି ଗ୍ରାମବାସୀୀମାନେ କହିଛନ୍ତି । ୟସପାଲ ଗ୍ରାମର ମୁଖିଆ କହିଛନ୍ତି ଯେ ଏହି ବ୍ରିଜ ଦ୍ୱାରା ପ୍ରାୟ ୧୫୦୦ ଲୋକ ଉପକୃତ ହେବେ । ସ୍ୱାଧାନୀତା ପରେ ପ୍ରଥମ ଥର ପାଇଁ ଏହି ବ୍ରିଜ ଆମ ଅଞ୍ଚଳରେ ଏହି ବ୍ରିଜ ନିର୍ମାଣ ହୋଇଥିବାରୁ ଆମେ ସରକାରଙ୍କୁ ଧନ୍ୟବାଦ ଦେଉଛୁ ।

LEAVE A REPLY

Please enter your comment!
Please enter your name here