Spread the love

ଭୁବନେଶ୍ୱର
ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ହୋଇପାରେ । ଉପରମୁଣ୍ଡରେ ବର୍ଷା ଯୋଗୁଁ ସୁବର୍ଣରେଖାର ଜଳସ୍ତର ବୃଦ୍ଧି ପାଇଛି । କାଲି ସକାଳୁ ରାଜଘାନ ନିକଟରେ ଜଳସ୍ତର ବୃଦ୍ଧି ପାଇପାରେ । ସେଠାରେ ୮ ହଜାର କ୍ୟୁସେକ ଜଳ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଏସଆରସି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here