Spread the love

ନୂଆଦିଲ୍ଲୀ
କନ୍ନୁର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୦.୪ ଲକ୍ଷ ଟଙ୍କାର ବିଦେଶୀ କରେନ୍ସି ଜବତ କରିଛି ଏୟାର ଇଣ୍ଟେଲିଜେନ୍ସି ୟୁନିଟି । ଏଥିେ ୧୨୫୦୦ ଆମେରିକୀୟ ଡଲାର, ୪୨୧୦ ୟୁଏଇ ଦିରହାମ ଏବଂ ୫୧୪୫ ୟୁଆନ ସାମିଲ ରହିଛି । ଆବୁଧାବି ଯ୍ଧମଥିବା ଜଣେ ଯାତ୍ରୀ ଠାରୁ ଏହି ସବୁ ଟଙ୍କା ଜବତ କରାଯାଇଛି । ଏହି ଚଢଉରେ ସିଆଇଏସଏଫ ସହାୟତା କରିଥିଲା । କୋଚିର କମିଶନରେଟ ଅଫ କଷ୍ଟୋମ(ନିରୋଧି)ଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here