Spread the love

ନୂଆଦିଲ୍ଲୀ : ଶନିବାର ଉତ୍ତର ପ୍ରଦେଶର ଗୃହରକ୍ଷା ମନ୍ତ୍ରୀ ତଥା ପୂର୍ବତନ ଭାରତୀୟ କ୍ରିକେଟ୍‌ର ଚେତନ ଚୌହ୍ଵାନଙ୍କ ସ୍ଵାସ୍ଥ୍ୟବସ୍ଥା ସଂକଟାପନ୍ନ ହୋଇପଡିଛି । ଆଜି ସକାଳେ ତାଙ୍କର କିଡନୀ ଫେଲ୍ ହୋଇଯାଇଥିଲା । ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବା ହେତୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତେବେ ଜୁଲାଇ ମାସରେ ଚେତନ ଚୌହ୍ଵାନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here