Spread the love

ବେଙ୍ଗାଲୁରୁ
ବେଙ୍ଗାଲୁରୁ ପୋଲିସର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଟିମ ୩ ଅନ୍ତରାଜ୍ୟ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିିଛି । ଏହା ସହିତ ସେମାନଙ୍କ ଠାରୁ ୨୦୪ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହି ଗଞ୍ଜେଇ ବେଙ୍ଗାଲୁରୁ ସହର ଏବଂ ତାହାର ବାହାର ଇଲାକାରେ ବଣ୍ଟା ଯାଇଥାନ୍ତା । ଏବେ ଆମେ ଏହି ନେଟୱର୍କକୁ ଧରିବା ପାଇଁ ଲକ୍ଷ୍ୟ ରଖିଛୁ । ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here