Spread the love

ବ୍ରହ୍ମପୁର : ରାଜ୍ୟରେ ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଗଂଜାମ ଜିଲ୍ଲା ହିଞ୍ଜିିଳିକାଟୁ ସରକାରୀ ଶିଳ୍ପ ତାଲିମ୍ ପ୍ରତିଷ୍ଠାନ କେନ୍ଦ୍ର । ସୋମବାର ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗରୁ ବିଚାର କରି ଦେଶର ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ହିଞ୍ଜିିଳିକାଟୁ ସରକାରୀ ଆଇଟିଆଇକୁ ୧୫ ତମ ସ୍ଥାନରେ ରଖାଯାଇଛି । ବ୍ରହ୍ମପୁର ପରେ ରାଜ୍ୟର ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନରେ ଏହି ଶିଳ୍ପ ତାଲିମ୍ ପ୍ରତିଷ୍ଠାନ ରହିଛି।

LEAVE A REPLY

Please enter your comment!
Please enter your name here