Spread the love

କୋଚି
ତିରୁବନନ୍ତପୁରମ ବିମାନ ବନ୍ଦରରୁ ୪୮୦.୧୦ ଗ୍ରାମର ସୁନା ଜବତ କରାଯାଇଛି । ଏହାର ଆନୂମାନିକ ମୂଲ୍ୟ ପ୍ରାୟ ୨୨.୪୧ ଲକ୍ଷ
ଟଙ୍କା ହେବ । ବିମ।।ନ ବନ୍ଦରର ଏୟାର ଇଣ୍ଟେଲିଜେନ୍ସ ୟୁୁନିଟି ଏହାକୁ ଜବତ କରିଛି । ଜଣେ ଯାତ୍ରୀ ଏହି ସୁନା ନେଇକି ଆସୁଥିଲେ । ଏବେ ତାଙ୍କୁ ଗିରଫ କରାଯାଇ ପଚରାଉଚୁରା କରାଯାଉଛି । କେରଳ କୋଚିର କଷ୍ଟମ କମିଶନରେଟ(ନିବାରକ) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here