Spread the love

ନୂଆଦିଲ୍ଲୀ : ଆସନ୍ତା କାଲି ନୀତି ଆୟୋଗ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଟୀକା କିଣାବିକା ନେଇ ଏକ ନ୍ୟାସନାଲ ଗ୍ରୁପ୍ ଅଫ୍ ଭ୍ୟାକସିନ ଆଡମିନିଷ୍ଟେସନ ବୈଠକ ବସିବାକୁ ଯାଉଛି ।ଏହା ଛଡା ଟୀକା କିଣାବିକା ନେଇ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇଛି । ଏହି କମିଟିରେ ଟୀକା କେଉଁଠୁ କିଣାଯିବ, କେମିତି କିଣାଯିବ ସେ ବିଷୟରେ ଆଲୋଚନା କରାଯିବା ସହ କିଣିବା ପାଇଁ କେତେ ଅର୍ଥ ଲାଗିବ ଓ ଅର୍ଥ କେଉଁଠୁ ଆସିବ ସେ ବିଷୟରେ ଏହି ବୈଠକ ରେ ଆଲୋଚନା କରାଯିବ ।

LEAVE A REPLY

Please enter your comment!
Please enter your name here