Spread the love

ନୂଆଦିଲ୍ଲୀ :ମହାମାରୀ କରୋନା ସମୟରେ ଦେଶରେ ସଂଗ୍ରହ କରାଯାଉଥିବା ଜିଏସଟି ପୂର୍ବ ମାସ ତୁଳନାରେ ୧ ପ୍ରତିଶତ ହ୍ରାସ ପାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଗଷ୍ଟରେ ୮୬,୪୪୯ ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ଗତ ବର୍ଷ ଏହି ମାସ ତୂଳନାରେ ପ୍ରାୟ ୧୨ ପ୍ରତିଶତ କମ ଜିଏସଟି ସଂଗ୍ରହ ହୋଇଛି। ସୂଚନା ଅନୁସାରେ ୨୦୧୯ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ ୯୮,୨୦୨ କୋଟି ଟଙ୍କା ରହିଥିଲା। କିନ୍ତୁ ଚଳିତ ବର୍ଷ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ ୮୪,୪୪୯ ଟଙ୍କା ରହିଛି। । ପୂର୍ବରୁ ଜୁଲାଇ ମାସରେ ଜିଏସଟି ସଂଗ୍ରହ ୮୭,୪୨୨ କୋଟି ଟଙ୍କା ରହିଥିଲା। ଅର୍ଥାତ ଜୁଲାଇ ମାସ ତୂଳନାରେ ଅଗଷ୍ଟରେ ଜିଏସଟି ସଂଗ୍ରହ ହ୍ରାସ ଘଟିଛି।

LEAVE A REPLY

Please enter your comment!
Please enter your name here