Spread the love

ଜେନେଭା: କରୋନା ଚିନ୍ତାରେ ସମଗ୍ର ବିଶ୍ଵ । ଦୀର୍ଘ କିଛି ମାସ ହେବ କରୋନା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ,୧ ବର୍ଷରୁ ୫ ବର୍ଷ ମଧ୍ୟରେ ଥିବା ଛୋଟ୍ ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ।ଏହାସହ ଯେଉଁଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି ସେଠାରେ ୬ ବର୍ଷରୁ ୧୧ ବର୍ଷ ପିଲା ମାସ୍କ ପିନ୍ଧିବା ଆବଶ୍ୟକ ରହିଛି ।ସେହିପରି ୧୨ ବର୍ଷରୁ ଅଧିକ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here