Spread the love

ଭଦୋଦରା: ଭାରତୀୟ କ୍ରିକେଟ ଦଳର ଅଲଣାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଛନ୍ତି । ଏହି ଖୁସି ଖବର ନିଜେ ହାର୍ଦ୍ଦିକ ସାମାଜିକ ଗଣମାଧ୍ୟରେ ଜଣାଇଛନ୍ତି । ହାର୍ଦ୍ଦିକ ଓ ତାଙ୍କ ବିଦେଶିନୀ ପତ୍ନୀ ନତାଶା ଷ୍ଟାଙ୍କୋଭିକ ସନ୍ତାନ ପ୍ରାପ୍ତି ପରେ ଖୁସି ଜାହିର କରିଛନ୍ତି । ଉଭୟ ନବଜାତକର ହାତକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here