Spread the love

ନୂଆଦିଲ୍ଲୀ :ସୋମବାର ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବାଚନିକ ଭୋଟରେ ହରିବଂଶ ନାରାୟଣ ବିଜୟୀ ହୋଇଛନ୍ତି । ଜେଡିୟୁ ସାଂସଦ ହରିବଂଶ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡି ପକ୍ଷରୁ ସମର୍ଥନ ଜଣାଯାଇଥିଲା । ହରିବଂଶଙ୍କ ବିରୋଧରେ ୟୁପିଏରୁ ମନୋଜ ଝା ପ୍ରାର୍ଥୀ ଭାବେ ଛିଡାହୋଇଥିଲେ ।

LEAVE A REPLY

Please enter your comment!
Please enter your name here