Spread the love

ଚଣ୍ଡିଗଡ଼: ହରିୟାନାର ମୁଖ୍ୟମନ୍ତ୍ରୀ ଏମ୍‌.ଏଲ୍‌. ଖଟ୍ଟାର କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି । ଏକ ଟୁଇଟରେ ଶୀ ଖଟ୍ଟାର କରୋନା ସଂକ୍ରମିତ ହେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ ସଂଙ୍ଗରୋଧରେ ରହିବାକୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ଧରି ଭିନ୍ନ ଭିନ୍ନ ରାଜ୍ୟର ରାଜନେତାମାନେ କରୋନା ସଂକ୍ରମିତ ହେବା ଘଟଣା ନଜରକୁ ଆସୁଛି ।

LEAVE A REPLY

Please enter your comment!
Please enter your name here