Spread the love

ମୁମ୍ବାଇ
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗତ କାଲି ଏନସିବି ଗିରଫ କରିଛି । ଏହି ଘଟଣା ସମ୍ବନ୍ଧିତ ଡ୍ରଗ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ପରେ ତାଙ୍କୁ ମାଜିଷ୍ଟ୍ରେଟ ନିକଟରେ ହାଜର କରାଯାଇଥିଲା କୋର୍ଟ ରିୟାଙ୍କ ଜାମିନ ଆବେଦନ ଖାରଜ କରିବା ସହିତ ତାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଆଜି ଏନସିବିର ଅଧିକାରୀମାନେ ବାଇକୁଲା ଜେଲକୁ ନେଇ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here