Spread the love

ନୂଆଦିଲ୍ଲୀ : ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଵ ଅଗ୍ରଓ୍ଵାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏନେଇ ସେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି , ମୁଁ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛି । କୋଭିଡ୍ ନିୟମ ଅନୁସାରେ ମୁଁ ହୋମ ଆଇସୋଲେସନ୍ ରେ ରହିବାକୁ ଯାଉଛି । ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ,ସାଙ୍ଗ ଓ ବନ୍ଧୁ ମାନେ ନିଜ ନିଜ ସ୍ବାସ୍ଥ୍ୟର ଧ୍ୟାନ ନିଅନ୍ତୁ । ସ୍ୱାସ୍ଥ୍ୟ ବିଭାଗ ଟିମ ଦ୍ୱାରା କଣ୍ଟାଣ୍ଟ ଟ୍ରେସିଂ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here