Spread the love

ନୂଆଦିଲ୍ଲୀ : ଆଜି କରୋନା ଅପଡେଟ ନେଇ କେନ୍ଦ୍ର ସ୍ବାସ୍ଥ୍ଯ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ପ୍ରେସମିଟ ଆୟୋଜିତ ହୋଇଥିଲା । ଏହି ପ୍ରେସମିଟରେ ଦେଶର ୫ଟି ରାଜ୍ୟରେ ମୋଟ ଆକ୍ଟିଭ କେସର ୬୨ ପ୍ରତିଶତ ରହିଥିବା ସେ କହିଛନ୍ତି । ଏହାଛଡା ତାମିଲନାଡୁ ,ଉତ୍ତର ପ୍ରଦେଶ ,କର୍ଣ୍ଣାଟକ , ଆନ୍ଧ୍ରପ୍ରଦେଶ ,ମହାରାଷ୍ଟ୍ର ଏହି ସବୁ ରାଜ୍ୟରେ ଧିରେ ଧିରେ ଆକ୍ଟିଭ କେସ କମୁଥିବା ଜଣାପଡିଛି ।କରୋନାରେ ମୋଟ ମୃତ୍ୟୁର ୭୦ ପ୍ରତିଶତ ଆନ୍ଧ୍ର ,ଦିଲ୍ଲୀ , କର୍ଣ୍ଣାଟକ ,ତାମିଲନାଡୁ , ମହାରାଷ୍ଟର ସର୍ବାଧିକ ହୋଇଥିବା ସେ କହିଛନ୍ତି ।ଗତକାଲି ଗୋଟିଏ ଦିନରେ ସର୍ବାଧିକ ୬୮,୫୮୪ ରୋଗୀ ସୁସ୍ଥ ହୋଇଛନ୍ତି ।ସ୍ବାସ୍ଥ୍ୟ କର୍ମଚାରୀ କରୋନା ଆକ୍ରାନ୍ତ ହେବାରେ ତେଲେଙ୍ଗାନା ଶୀର୍ଷରେ ରହିଥିବା ବେଳେ ତେଲେଙ୍ଗାନାରେ ୧୮ ପ୍ରତିଶତ , ତାମିଲନାଡୁରେ ୧୬ ପ୍ରତିଶତ , ଦିଲ୍ଲୀରେ ୧୪ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here