Spread the love

ଭୋପାଳ: କରୋନା ୱାର୍ଡରେ କାମ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥକର୍ମୀମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଥିବା ବେଳେ ବହୁ ଡାକ୍ତର ମଧ୍ୟ କରୋନା ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ନିଜେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି । ତେବେ ଭୋପାଳର ଏକ ଘରୋଇ ହସ୍ପିଟାଲ କୋଭିଡ ସେଣ୍ଟରରେ କାମ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥକର୍ମୀମାନଙ୍କ ପାଇଁ ଏକ ଅଭିନବ ସୁରକ୍ଷା ଉପାୟ ବାହାର କରିଛନ୍ତି । ଏକ ଡିଭାଇସକୁ ସେମାନେ ହସ୍ପିଟାଲରେ ଲଗାଇଛନ୍ତି, ଯାହାଦ୍ୱାରା କି କରୋନା ସଂକ୍ରମଣ ବ୍ୟାପିବା ହାର କମ ହେବାରେ ଲାଗିଛି, ଆସନ୍ତୁ ହସ୍ପିଟାଲ କତ୍ତୃପକ୍ଷଙ୍କ ଠାରୁୁ ଶୁଣିବା ଏଭଳି ଏକ ଡିଭାଇସ ଲଗାଇବା ପଛରେ କଣ ରହିଛି କାରଣ ।

courtesy NDTV:

LEAVE A REPLY

Please enter your comment!
Please enter your name here