Spread the love

ନୂଆଦିଲ୍ଲୀ
ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛିା ଦେଶରେ ମଧ୍ୟ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏବେ ଏହି ବିପଜ୍ଜନକ କରୋନା ଭାଇରସକୁ ରୋକିବା ପାଇଁ ‘ହେଲଦି ଏୟାର’ ନାମକ ଏକ ପ୍ରଡକ୍ଟ ଲଞ୍ଚ କରାଯାଇଛି । ଏହାକୁ ଡିଫେନ୍ସ ଇନଷ୍ଟିଟ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି(ଡିମଡ ଟୁ ବି ୟୁନିଭର୍ସିଟି) ହେଲଦି ଏୟାରକୁ ବିକଶିତ କରିଛି । ଏହା ହେଉଛି ଏକ ହର୍ବାଲ ଅଧାରାତି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ରୁମ ଫ୍ରେସନର । ଏହା କରୋନା ସଂକ୍ରମଣକୁ ରୋକିବାରେ ଉପକାରୀ ସାବ୍ୟସ୍ତ ହେବ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here