Spread the love

ଭୁବନେଶ୍ୱର
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସବୁଠାରୁ ଅଧିକ କରୋନା ଟେଷ୍ଟ କରାଯାଇଛି । ଏହି ସମୟରେ ୪୦୭୧୧ କରୋନା ପରୀକ୍ଷା ହୋଇଛି ।ଆରଟିପିସିଆର, ଆଣ୍ଟିଜେନ ଏବଂ ଟ୍ରୁନଟ ମାଧ୍ୟମରେ ଏହା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here