Spread the love

ସମ୍ବଲପୁର ,ଆଜି ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ମୋଟ ୨୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।ଡ୍ୟାମର ଜଳ ଧାରଣା କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳସ୍ତର ଏବେ ୬୨୪.୮୯ ଫୁଟ ରହିଛି । ହାରୀକୁଦ ଡ୍ୟାମକୁ ୩ଲକ୍ଷ ୧୦ ହଜାର ୦୧୨ କ୍ୟୁସେକ ଜଳ ପ୍ରବେଶ କରୁଛି । ଡ୍ୟାମରୁ ସେଭଳି ୩ଲକ୍ଷ ୮୩ ହଜାର ୪୭୧ କ୍ୟୁସେକ ଜଳ ନିଷ୍କାସନ ହେଉଛି । କଟକ ମୁଣ୍ତଳିରେ ୭ଲକ୍ଷ ୪୮ ହଜାର ୫୦୮ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

LEAVE A REPLY

Please enter your comment!
Please enter your name here