Spread the love

ଭୁବନେଶ୍ବର , ହୀରାକୁଦ ଡ୍ୟାମରୁ ୨୪ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି । ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୫.୬୯ଫୁଟ ରହିଛି । ସେଭଳି ଡ୍ୟାମକୁ ୩ ଲକ୍ଷ ୬୫ ହଜାର ୭୭୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ଲକ୍ଷ ୦୩ ହଜାର ୮୯୬ କ୍ୟୁସେକ ଜଳ ନିଷ୍କାସନ ହେଉଛି ।କଟକ ମୁଣ୍ଡଳିରେ ୯ ଲକ୍ଷ ୪୧ ହଜାର ୨୦୩ କ୍ୟୁସେକ ଜଳ ପ୍ରବାହିତ କରୁଛି ।

LEAVE A REPLY

Please enter your comment!
Please enter your name here