Spread the love

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଗୃହ ମନ୍ତ୍ରୀ ଅମିତ ସାହା ପୁଣିଥରେ ନୂଆଦିଲ୍ଲୀ ସ୍ଥିତ ଏମସ୍‌ରେ ଭର୍ତ୍ତି ହୋଇଛନ୍ତି । ଏହାପୂର୍ବରୁ ସେ ୨ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଶ୍ରୀ ସାହା ପ୍ରଥମେ କରୋନାରେ ପୀଡ଼ିତ ଥିଲେ । ତେବେ ସେଥିରୁ ସେ ଭଲ ହେବାପରେ କିଛି ଦିନ ତଳେ ଡାକ୍ତରଖାନାରୁ ଘରକୁ ଫେରିବାର ୩ଦିନ ପରେ ପୁନର୍ବାର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗତ ୧୫ ଦିନ ତଳେ ସେ ଦ୍ୱିତୀୟଥର ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ଗତକାଲି ରାତିରେ ସେ ପୁନର୍ବାର ଅସୁସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here